25 ଜାନୁୟାରୀ 2023 – ବଦଳୁଛି ଆଜିଠୁ ଏହି ସବୁ ରାଶିଙ୍କ ଭାଗ୍ୟ ।

rasiphala

ମେଷ ରାଶି : ଆଜି ଆପଣଙ୍କୁ ଉତ୍ସାହପୁର୍ଣ୍ଣ ସୁଚନା ମିଳିବ , ଅବିବାହିତ ଲୋକଙ୍କୁ ବିବାହର ପ୍ରସ୍ତାବ ଆସିପାରେ , ପୁର୍ବରୁ କରିଥିବା ପ୍ରୟାସର ଫଲ ନିଶ୍ଚିତ ମିଳିବ , ପରିବାର ସଦସ୍ୟଙ୍କ ସହ ଯାତ୍ରାର ଆନନ୍ଦ ନେବେ , ଆଦର୍ଶ ବିଚାରଗୁଡିକ ଜୀବନରେ ଆପଣାଇବାପାଇଁ ଅନେକ ଲାଭ ମିଳିପାରିବ , ଆଳସ୍ୟ ଅଧିକତ ରହିବ , ପ୍ରେମୀଙ୍କ ସହ ଶାରରୀକ ସଂବନ୍ଧ ମଜବୁତ୍ ହେବ , ପରିଶ୍ରମରୁ ଅତ୍ୟାଧିକ ଲାଭ ପ୍ରାପ୍ତି ହେବ ।

ବୃଷ ରାଶି : ନୁଆ ରିଲେସନସିପ୍ ଆରମ୍ଭ କରିବାପାଈଁ ସମୟ ଅନୁକୁଳ ଅଛି । ଆପଣଙ୍କର କିଛି ମହତ୍ତ୍ୱକାଂକ୍ଷା ପୁରା ହୋଇଯିବ , ଆପଣଙ୍କ ଦ୍ୱାରା କରାଯାଇଥିବା କିଛି ନୁଆ ଅଧିଗ୍ରହଣ ହୋଇପାରେ , ଯାତ୍ରାରେ ଆପଣଙ୍କୁ ଥକାପଣ ଓ ଚିନ୍ତା ଦେବ , କିନ୍ତୁ ଆର୍ଥିକ ହିସାବରେ ଫାଇଦାଦାୟକ ସାବିତ୍ ହେବ , ଜଲଦି ହିଁ ବିଗଡିଥିବା କାମ ହେବାକୁ ଲାଗିବ , ବିଦ୍ୟାର୍ଥି ବର୍ଗ ନିଜ କାର୍ଯ୍ୟରେ ସଫଳତା ହାସିଲ୍ କରିବେ , ସଂଗୀତ ଇତ୍ୟାଦିରେ ରୁଚି ବଢିବ , ମାତାଙ୍କ ବୈଚାରିକ ମତଭେଦ ହୋଇପାରେ , ଷଡଯନ୍ତ୍ରକାରୀ ବିଫଳ ହେବେ ।

ମିଥୁନ ରାଶି  : ଆଜି କିଛି ଏପରି କାର୍ଯ୍ୟ କରନ୍ତୁ ନାହିଁ ଯାହା ଦ୍ୱାରା ଆପଣଙ୍କୁ ବିପଦ ଆସିବ , କାର୍ଯ୍ୟସ୍ଥଳରେ ସମ୍ମାନ ଓ ପଦୋନ୍ନତି ହେବ , ପରିବାର ସଦସ୍ୟଙ୍କ ସହ ଛୋଟ ଯାତ୍ରାରେ ଭ୍ରମଣ ଯୋଜନା କରିପାରନ୍ତି , ଆପଣଙ୍କ ପାରିବାରିକ ଜୀବନ ଆନନ୍ଦଦାୟକ ଓ ଖୁସିମୟ ହେବ , ବାହାର ଗତିବିଧି ଗୁଡିକ ଭାଗନେବାରେ ସମ୍ଭାବନା ଅଛି , କିଛି ନୁଆ ଯୋଜନା ଆପଣଙ୍କ ସାମ୍ନାରେ ଆସିବ , ଯାହା ଏବେକାର ତୁଳନାରେ ଅଧିକା ଫାଈଦାଦାୟକ ରହିବ ।

mithun

କର୍କଟ ରାଶି : ଆଜି ପରିବାର ମାମଲାରେ ସାବଧାନ ରୁହନ୍ତୁ , ଯେଉଁ ବ୍ୟକ୍ତି ଚାକିରି ପେଶାରେ ଅଛନ୍ତି , ତାଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି , କିଛି ପୁରୁଣା କଥାକୁ ନେଇ ମତଭେଦ ହୋଇପାରେ , ଆର୍ଥିକ ରୁପରେ କଠିନ ପରିଶ୍ରମରୁ ଲାଭ ମିଳିବ , ଯଦି ଆପଣ କାହାଠାରୁ ପଇସା ଉଧାର ନେଇଛନ୍ତି ତେବେ ସେ ଆପଣଙ୍କୁ ଫେରାଇପାରିବ , ଶେୟାର୍ ମାର୍କେଟ୍ ରେ ଫଣ୍ତ ମନୋନୁକୁଳ ରହିବ , ଖେଳାଳୀଙ୍କ ପାଇଁ ଉତ୍ତମ ସମୟ ଅଛି ।

ସିଂହ ରାଶି : ଆଜି ଆପଣଙ୍କ ଦିନ ଖୁସିରେ କଟିବ , ଆପଣଙ୍କ ଘର ଅତିଥିରେ ଭରିବ , ସନ୍ତାନ କିମ୍ବା ପ୍ରେମ ସଂବନ୍ଧରେ ନେଇକରି ଆସୁଥିବା ସମସ୍ୟା ଦୁର ହେବ , ମାତା ପିତାଙ୍କର ଗୁରୁଜନଙ୍କର ସଂବନ୍ଧ ମଧୁର ରହିବ , ସହକର୍ମୀଙ୍କର ଦ୍ୱାରା ଉପେକ୍ଷିତ ଅନୁଭବ କରିବେ , ସତ୍ତା ଓ ଅଫିସ୍ ରେ ବଡ ପଦରେ ବସିଥିବା ଲୋକ ଯୋଗାଯୋଗ ହୋଇପାରେ , ଅପେକ୍ଷିତ କାର୍ଯ୍ୟରୁ ବିଳମ୍ବ ହେବାରୁ ଚିନ୍ତା ବଢିବ , ଅନ୍ୟଙ୍କ ଠାରୁ ଆଶା ରହିବ , ଆପଣଙ୍କୁ ସନ୍ତାନ ସୁଖ ମିଳିବାର ସମ୍ଭାବନା ଅଛି ।

କନ୍ୟା ରାଶି : ଆଜି ଶିକ୍ଷା ସଂବନ୍ଧି କାର୍ଯ୍ୟରେ ବାହାରକୁ ଯିବେ , ନିଜ ରହସ୍ୟ କାହାକୁ କୁହନ୍ତୁ ନାହିଂ , କିଛି ମହଙ୍ଗା ଅଧିଗ୍ରହଣ ହୋଇପାରେ , ଯାହା ଆପଣଙ୍କର ସନ୍ତୁଷ୍ଟି ବଢାଇବ , ଆପଣଙ୍କ ସାମାଜିକ ସ୍ଥିତି ବଢିବ , ଧାର୍ମିକ ପ୍ରବୃତି ଲୋକ ପୁଜା ପାଠରେ କେଉଁ ଅନୁଷ୍ଠାନ ଆୟୋଜନ କରିପାରିବେ , କେଉଁ କାର୍ଯ୍ୟ ପ୍ରତି ଚିନ୍ତା ରହିବ , ଦୁଷ୍ଟଜନଙ୍କ ଠାରୁ ସାବଧାନ ରୁହନ୍ତୁ , ବୁଝିବିଚାରି ଯୋଜନା କରିବାକୁ ଆଗୁଆ ରହିବେ ।

kanya

ତୁଳା ରାଶି : ଆଜି ଆପଣଙ୍କ ପାଇଁ ଦିନ ଭଲ ଅଛି । ସଫଳତା ପାଇଁ ପୁରା ଚେଷ୍ଟା କରିବେ , ଆପଣଙ୍କ କିଛି ସାଙ୍ଗ ଓ ସଂମ୍ପର୍କିୟ ଆପଣଙ୍କ ବିଷୟରେ ରାୟ ରଖିବେ , ଓ ଦ୍ୱିତୀୟ ପକ୍ଷରୁ ନେଇପାରିବେ , କିଛି ଲୋକ ସହଅଧିକାରୀଙ୍କ ଧ୍ୟାନ ଦେବାକୁ ହେବ , ବହୁତ ଲୋକଙ୍କ ସହ ଅଧିକାରୀଙ୍କର ସମାଜସେବା ପ୍ରେରଣା ପ୍ରାପ୍ତି ହେବ , ମାନ ସମ୍ମାନ ମିଳିବ , ନୁଆ ବେପାରିକ ଅନୁବନ୍ଧ ହୋଇପାରେ , ଆଜି ସ୍ୱସ୍ଥ୍ୟ ପ୍ରତି ଟିକିଏ ସତର୍କ ରହିବେ ,

ବିଛା ରାଶି : ଆଜି କାର୍ଯ୍ୟ କ୍ଷେତ୍ରରେ ଉତ୍ ଥାନ ପତ୍ତନ ଦେଖାଦେଇପାରେ , ଆପଣଙ୍କୁ ଅଧିନସ୍ଥ ଅନାବଶ୍ୟକ ଯୁକ୍ତି କରିବେ , ଯାହାର ପରିଣାମ ସ୍ୱରୁପ ଯୁକ୍ତି ବଢିବ , ପରିଶ୍ରମର ଫଳ ମିଳିବ , ଧନ ପ୍ରାପ୍ତି ରାସ୍ତା ସୁଗମ ହେବ , ବିରୋଧୀ ସକ୍ରିୟ ହେବେ , ନିଜକୁ ଫିଟ୍ ରଖିବାପାଇଁ ଆପଣଙ୍କୁ ଯୋଗ କରିବାକୁ ହେବ , ପ୍ରେମ ସଂବନ୍ଧରେ ମଧୁରତା ଆସିବ, ଆପଣଙ୍କୁ ବିଜନେସ୍ ରେ ଫାଇଦାଓ ଚାକିରି ପ୍ରମୋଶନ୍ ମିଳିପାରେ ।

ଧନୁ ରାଶି ; ବେପାରରେ ଆପଣଙ୍କ ଆୟ ବଢିବ , ଆପଣଙ୍କ କଥାବାର୍ତ୍ତା ବ୍ୟବହାରରୁ କାହାକୁ ଭ୍ରମ ନହେଉ ଏହି କଥା ଧ୍ୟାନ ରଖିବେ , କ୍ରୋଧ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖିବେ , ଅପେକ୍ଷିତ କାର୍ଯ୍ୟରେ ବିଳମ୍ବ ହେବ , ଆଜି ଅନ୍ୟ ମାନଙ୍କ ସହ ବ୍ୟବହାର ଭାଗ୍ୟଶାଳି କରାଇପାରେ , ଆପଣଙ୍କ ଲୋକପ୍ରିୟତା ହାସିଲ୍ କରିବେ , ବିଜନେସ୍ ରେ ଆଗକୁ ଯିବେ , କାମ କାର୍ଯ୍ୟ କରୁଥିବା ମହିଳା ଅଫିସ୍ ରେ ନିଜ ସିନିୟର୍ ଙ୍କ ଠାରୁ ପ୍ରୋତ୍ସାହନ ମିଳିବ ।

dhanu

ମକର ରାଶି : ଆର୍ଥିକ ଦୃଷ୍ଟିରୁ ଲାଭ ପ୍ରାପ୍ତି କରିବେ , ଘରରେ ଅତିଥିଙ୍କ ଆଗମନ ହେବ , ଶୁଭ ସମାଚାର ମିଳିବ ,  ବିଚାର ଗୁଡିକ ପତ୍ତା ଲଗାଇବାପାଇଁ ନିଜ କ୍ଷମତକୁ ପ୍ରତ୍ସୋହିତ କରନ୍ତୁ , କିନ୍ତୁ କାଲି କିଛି କାମ କରିବାପାଇଁ ପ୍ରତିକ୍ଷା କରନ୍ତୁ , ମାତୃ ସଂବନ୍ଧିତ ବହୁତ ଫାଈଦାଦାୟକ ହେବ , ଆଜି ବନ୍ଧୁଙ୍କ କେଉଁ କାମ ପାଇଁ ସାହାଯ୍ୟ ମାଗିପାରନ୍ତି , ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ମିଳିବ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ପରିଶ୍ରମର ଫଳ ମିଳିବ , କହିବାରେ ସଂୟମ ରଖନ୍ତୁ , କାହା ସହ ବାଦବିବାଦ ଝଗଡାରେ ପଡନ୍ତୁ ନାହୀଁ ମାମଲା ଖରାପ ହୋଇପାରେ , ଆପଣଙ୍କ ଛୁଆଙ୍କ ପ୍ରଦର୍ଶନ ଆପଣଙ୍କ ମନରେ ଗର୍ବ ଓ ଖୁସି ନେଇପାରିବ , କେଉଁ କାର୍ଯ୍ୟ ବିଷୟରେ ଚିନ୍ତା ରହିବ , ଲେଣଦେଣରେ ଭୁଲ୍ କରନ୍ତୁ ନାହିଁ , ଆଘାତ ଲାଗିବାରୁ ବଞ୍ଚନ୍ତୁ , ଆପଣଙ୍କୁ କିଛି ଅବସର ପ୍ରାପ୍ତି ହେବ , କେଉଁ ନୁଆ ଲୋକଙ୍କ ସହ ଯୋଗାଯୋଗ କରିବାରେ ସମର୍ଥ ହେବେ ।

ମୀନ ରାଶି : ଆଜିର ଦିନ ବିତ୍ତିୟ ମାମଲାରେ ସୁଧାର ଆସିବ , ଖେଳପ୍ରେମୀଙ୍କର ନିଜ ପ୍ରତିଭା ଦେଖାଇବାର ଅବସର ପାଇବେ , ଆଜି ଅଫିସ୍ ରେ କାମର ବୋଝ ଅଧିକା ହୋଇପାରେ,  ବଡ ବୟସ୍କ ଲୋକଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବାକୁ ହେବ , ପ୍ରେମ ସଂବନ୍ଧ ମଜବୁତ୍ ହେବ , ଛାତ୍ର ମାନେ ଭଲ ପ୍ରଦର୍ଶନ କରିବେ , ଆସୁଥିବା ସମୟରେ ଲୋକେ ଆର୍ଥିକ ସମୃଦ୍ଧ ହୋଇପାରନ୍ତି , ଆଜିର ଅଟକିଥିବା କାମ ପୁରା ହୋଇପାରେ , ଆଜିର ଦିନ ଅନୁକୁଳ ଅଛି ।

Leave a Reply

Your email address will not be published. Required fields are marked *