ଭୟଙ୍କର ରୁ ଭୟଙ୍କର (ଗ୍ୟାସ୍) ୨ ମିନିଟ୍ ରେ ଭଲ ହେବ |

8

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ପୁଣି ଏକ ଘୋରଇ ଉପଚାର ଟିଏ ନେଇ ଆସୁଛି ଜାହା ଆପଣ ମାନଙ୍କ ଏସିଡିଟି ଭଳି ସମସ୍ୟା କୁ ଦୂର କରିଦେବ । ତେବେ ଏହି ରମେଡି କୁ ପ୍ରସ୍ତୁତ କରିବା ପାଇଁ ଘରେ ମିଳୁଥିବା ସାମଗ୍ରୀ ଜରୁରୀ ଅଟେ । ଏହା ପାଇଁ ସର୍ବ ପ୍ରଥମେ ଏକ ପାତ୍ର ର ଆବଶ୍ୟକ ରହିଛି ଏବଂ ପରେ ଏହି ପାତ୍ରରେ ଏକ ଗ୍ଲାସ ପାଣି ନିଅନ୍ତୁ । ଏବଂ ପରେ ଏହାକୁ ଗରମ କରନ୍ତୁ । ଏହା ଆପଣଙ୍କର ଗ୍ୟାସ ଏବଂ ଏସିଡିଟି ଭଳି ସମସ୍ୟା କୁ ଦୂର କରିଦେବ ।

gas

ଏବେ ଆପଣ ମାନଙ୍କୁ ଦ୍ୱତୀୟ ସାମଗ୍ରୀ ର ଆବଶ୍ୟକତା ପଡିବ ତାହା ହେଲା ଜୀରା ଜୀରା ତ ଆପଣ ମାନେ ରୋଷେଇ ଘରୁ ବହୁତ ସହଜ ରେ ମିଳିଯିବ । ଏହା ଆମ ଶରୀର ରୁ ଅନେକ ପ୍ରକାରର ସମସ୍ୟା କୁ ଦୂର କରିବା ପାଇଁ ବହୁତ ଅଧିକ ଚମତ୍କାରୀ ହୋଇଥାଏ । ତେବେ ଏମିତି କ୍ଷେତ୍ର ରେ ଆପଣ ମାନେ ଏହାକୁ କିଛି ସମୟ ଫୁଟେଇବା ପରେ ଏହି ଜୀରା ରୁ ସବୁ ପୋଷକ ତତ୍ୱ ଜଳକୁ ବାହାରି ଆସିବ । ଏବେ ଏହି ପାଣି କୁ ଛାଣି ଉଷମ ହେବାକୁ ଛାଡି ଦିଅନ୍ତୁ । ଏବେ ଆପଣ ମାନେ ଦେଖନ୍ତୁ ଆମର ଜୀରା ପାଣି ପ୍ରସ୍ତୁତ ଅଟେ ଆମେ ଏଥିରେ ଆଉ ଦୁଇଟି ଜିନିଷ ମିଶେଇବା ।

ଏବେ ଆପଣ ମାନେ ଫାଳେ ଲେମ୍ବୁ ରସ ମିଶାନ୍ତୁ । ଏବଂ ପରେ ଅଧା ଚାମଚ କଳା ଲୁଣ ମିଶାନ୍ତୁ । ପରେ ଆପଣ ମାନେ ଫେଣ୍ଟି ନିଅନ୍ତୁ । ଏବେ ଆମର ଉପଚାର ବନି ପ୍ରସ୍ତୁତ ଅଟେ । ଏହାର ସ୍ୱାଦ ମଧ୍ୟ ବହୁତ ଭଲ ଅଟେ । ତେବେ ଏହାର ସେବନ ପାଇଁ ଆପଣ ମାନଙ୍କର ଯେବେ ବି ପଟେରେ ଗ୍ୟାସ ସମସ୍ୟା ହେବ ଆପଣ ମାନେ ଏହି ରମେଡି କୁ ଏମିତି ଭାବେ ବନେଇ ଗରମ ଗରମ ସେବନ କରନ୍ତୁ ।

Cumin lemon

ଦେଖିବେ ଆପଣ ମାନଙ୍କର ଗ୍ୟାସ ଜନିତ ସମସ୍ୟା ସବୁ ଦିନ ପାଇଁ ଦୂର ହୋଇଯିବ । ଯଦି ଆପଣ ମାନଙ୍କୁ ପ୍ରତି ଦିନ ଏମିତି ଗ୍ୟାସ ସମସ୍ୟା ରହିଛି ତେବେ ଆପଣ ମାନେ ଏହି ରମେଡି ର ସେବନ ନିଶ୍ଚିତ ଭାବେ କରି ପାରିବେ । ଏହା ପାଇଁ ସକାଳେ ଖାଲି ପେଟରେ ଏବଂ ରାତିରେ ଖାଦ୍ୟ ଖାଇସାରିବା ପରେ ଆପଣ ମାନେ ଏହାର ସେବନ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *