ରାତିରେ ୨ମିନିଟ ଏହାକୁ ଲଗେଇ ଦିଅନ୍ତୁ ସକାଳକୁ ଗୋରା ହୋଇଯିବେ।

ratarati

ରାତିରେ ୨ମିନିଟ ଏହାକୁ ଲଗେଇ ଦିଅନ୍ତୁ ସକାଳକୁ ଗୋରା ହୋଇଯିବେ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କିପରି ହଳଦୀର ବ୍ୟବହାର କରି ନିଜ ଚେହେରାର ଦାଗ ଚିହ୍ନ ଦୂର କରି ଚେହେରାରେ ଇନଷ୍ଟାଣ୍ଡ ଗ୍ଲୋ ଆଣିପାରିବେ । ଆଜି ଆମେ ଗୋଟିଏ ସହଜ ଫେସପ୍ୟାକ୍ ଶେୟାର କରିବା ଯାହାର ମୁଖ୍ୟ ସାମଗ୍ରୀ ହେଉଛି ହଳଦୀ ।ଆଜି ଆମେ କହିବା ହଳଦୀର ବ୍ୟବହାର କିପରି ଆମେ ଚେହେରାରେ କରାଯାଏ । ତେବେ ଏହି ଫେସିଆଲ ଆପଣଙ୍କ ଚେହେରାକୁ ଏତେ ଚମକେଇ୍ ଦେବକି ଆପଣ ନିଜେ ବି ବିଶ୍ବାସ କରି ପାରିବେ ନାହିଁ ।କାହିଁକି ନାଁ ହଳଦୀରେ ଥାଏ ଆଣ୍ଟି ଇନଫ୍ଲାମେଣ୍ଟରି ଏବଂ ଆଣ୍ଟି ଅକ୍ସିଡେଣ୍ଟ ପ୍ରପୋଟିଜ୍ ।

haladi
ଯାହା ଆମ ସ୍କିନକୁ ବ୍ରାଇଟେନ କରିବା ସହିତ ସ୍କିନର କମ୍ପେଲେକ୍ସନକୁ ଲାଇଟେନ୍ କରିବାରେ, ଆମ ସ୍କିନକୁ ପିଗମିଟେସନ୍ , ଏକନିକ୍, ପିମ୍ପଲ୍ ଏସବୁକୁ ରିମୋଭ କରିବାରେ ବହୁତ ଅଧିକ ସାହାଯ୍ୟ କରିଥାଏ ।ତେବେ ଚାଲନ୍ତୁ ଜାଣିନେବା ହଳଦୀକୁ ବ୍ୟବହାର କରି କିମ୍ବା ହଳଦୀ ସାହାଯ୍ୟରେ ଆମେ ଘରେ କିପରି ଫେସିଆଲ୍ କରି କି ଆମ ସ୍କିନକୁ ଲାଇଟେନ୍ ଏବଂ ବ୍ରାଇଟେନ୍ କରି ପାରିବା ।ସର୍ବ ପ୍ରଥମେ ଆପଣଙ୍କୁ ଦରକାର ପଡିବ ଅଟା । ଗୋଟିଏ ବାଉଲରେ ପ୍ରଥମେ ଏକ ଚାମଚ ଅଟା ନିଅନ୍ତୁ । ଏହାପରେ ସେଥିରେ ଅଧା ଚାମଚ ରୁ ଟିକେ କମ୍ ହଳଦୀ ପାଉଡର ନେବେ ଏବଂ 10-12 ବୁନ୍ଦା ଲେମ୍ବୁର ରସ ସେଥିରେ ମିଶାଇବେ । ଏହାପରେ ଆପଣଙ୍କୁ ଦରକାର ଭିଟାମିନ୍ E କ୍ୟାପସୁଲ୍ । ଏହା ବହୁତ ଇମ୍ପୋର୍ଟାଣ୍ଡ ଅଟେ । ଆଉ ଏହାପରେ ଆପଣ ସେଥିରେ ଗୋଲାପ ଜଳ ମିଶାନ୍ତୁ ।

haladi2
ଯେମିତି ଗୋଟିଏ ପେଷ୍ଟ ବନେଇବା ପାଇଂ ଯେତିକି ଗୋଲାପ ଜଳ ଆବଶ୍ୟକ ସେଥିରେ ସେମିତି ଅଳ୍ପ ଅଳ୍ପ କରି ମିଶାନ୍ତୁ । ଆଉ ଏହାପରେ ସେହି ସବୁ ଜିନିଷକୁ ଭଲ ଭବାରେ ମିକ୍ସ କରି ଦିଅନ୍ତୁ । ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କେମିତି ଏବଂ କେତେବେଳେ ନିଜ ସ୍କିନରେ ଏପ୍ଲାଏ କରିବେ । ତେବେ ଯେତେବେଳେ ଆପଣ ଗାଧୋଇବା ପାଇଁ ଯାଉଛନ୍ତି ତାହାର 5-10 ମିନିଟ୍ ଆଗରୁ ଏହାକୁ ନିଜ ହାତରେ ନେଇ ଭଲ ଭବାରେ ସଂମ୍ପୂର୍ଣ୍ଣ ଫେସ୍ ରେ ଏପ୍ଲାଏ କରନ୍ତୁ । କିନ୍ତୁ ତା ଆଗରୁ ଆପଣ ନିଜ ଫେସ୍ କୁ ଭଲ ଭାବରେ ଧୋଇ ଦେବେ । ଧ୍ୟାନ ରଖିବେ ୟେମିତି ଏହି ପ୍ୟାକୁ କୁ ଲଗେଇବା ସମୟରେ ଆପଣଙ୍କ ସ୍କିନରେ ଟିକେ ବି ଡଟ୍ ନଥିବ । ତାପରେ ନିଜ ସ୍କିନକୁ 2-3 ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରନ୍ତୁ । ତାପରେ 15-20 ମିନିଟ୍ ପରେ ଯେତେବେଳେ ଏହି ପ୍ୟାକ୍ ଶୁଖିଯିବ ନିଜ ଫେସ୍ କୁ ଧୋଇଦେବେ । ଆପଣ ଗୋଟେ ଥର ଏହାକୁ ବ୍ୟବହାର କରି ଏହାର ଚମତ୍କାରିତା ନିଶ୍ଚିୟ ଦେଖି ପାରିବେ ।

Leave a Reply

Your email address will not be published. Required fields are marked *