କେଉଁ ସମୟରେ କରିବେ ହସ୍ତ ମୈଥୁନ, ଜାଣନ୍ତୁ ହସ୍ତ ମୈଥୁନ କେତେ ଲାଭଦାୟକ।

gupta

କେଉଁ ସମୟରେ କରିବେ ହସ୍ତ ମୈଥୁନ, ଜାଣନ୍ତୁ ହସ୍ତ ମୈଥୁନ କେତେ ଲାଭଦାୟକ। ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଜିବନ ରହିଛି ମାନେ ମାନବଙ୍କ ମଧ୍ୟରେ ଜିଜ୍ଞ୍ୟାସା ରହିଛି । ତେବେ ପ୍ରତ୍ୟେକ ମଣିଷ ପାଖରେ ଆପଣ ମାନଙ୍କୁ ଆହାର , ନିଦ୍ରା , ମୈଥୁନ , ଏବଂ ଭୟ ନିଶ୍ଚିତ ଭାବେ ଆପଣ ମାନଙ୍କୁ ଦେଖିବା ପାଇଁ ମିଳିବ । ସେମିତିରେ ଆମେ ଆଜି ଆପଣ ମାନଙ୍କ ସହିତ ମୈଥୁନ ବା ହସ୍ତ ମେଥୁନ୍ ବିଷଷୟ ରେ କହିବା ପାଇଁ ଆସିଛୁ ଯେଉଁଁ ଠାରୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ କି ଏହି ହସ୍ତ ମେଥୁନ୍ କରିବା ଦ୍ୱାରା ଆମର କଣ କ୍ଷେତି ଏବଂ ଲାଭ ହୋଇ ଥାଏ । ତେବେ ଆସନ୍ତୁ ଜାଣିବା ସେମିତିରେ ଆମେ ଯଦି ବୈଜ୍ଞ୍ୟାନିକଙ୍କ ମତ ନେବା ତେବେ ଶରୀରକୁ ସୁସ୍ଥ ରଖିବା ଏବଂ ଆମ ମାନଙ୍କ ମଧ୍ୟରେ ଉତ୍ସାହ ଆଣିବା ପାଇଁ ନିଶ୍ଚିତ ଭାବେ ସେକ୍ସ କରିବା ଦରକାର । ତେବେ ସେମିତିରେ ଯୈବନ ଅବସ୍ଥାରେ ଯିଏ ଏହି ସେକ୍ସ କରେ ନାହିଁ ସେ କେବେ ବି ସୁସ୍ଥ ରହେ ନାହିଁ ସେହି ପରି ବେଳେ ଆପଣ ମାନେ ଏମିତି ହସ୍ତ ମେଥୁନ୍ କରନ୍ତୁ ନିଜ ପାଇଁ ଭଲ ହୋଇ ଥାଏ । ହେଲେ କେବେ ବି ଅତ୍ୟାଧିକ ହସ୍ତ ମେଥୁନ୍ କରନ୍ତୁ ନାହିଁ ।


ଯେମିତି ଆପଣ ମାନଙ୍କୁ ଭୋକ ଯେମିତି ଲାଗିଛି ତେବେ ଆପଣ ଖାଦ୍ୟ ଖାଇବେ ଏବଂ ଯଦି ସେହି ପରି ବେଳେ ଆପଣ ମାନେ ଭୋକ ବାଉଳା ରେ ଅଧିକ ଖାଆନ୍ତି ତେବେ ପେଟ ଖରାପ୍ ର ସମ୍ଭବନା ରହି ଥାଏ ସେହି ପରି ଭାବେ ଆପଣ ମାନେ ଅଧିକ ହସ୍ତ ମେଥୁନ୍ କରିଲେ ସ୍ୱାସ୍ଥ୍ୟ ପ୍ରତି ବହୁତ ଖରାପ୍ ହୋଇ ଥାଏ ।ସେମିତିରେ ଆମେ ଯଦି ବୈଜ୍ଞ୍ୟାନିକଙ୍କ ମତ ନେବା ତେବେ ଶରୀରକୁ ସୁସ୍ଥ ରଖିବା ଏବଂ ଆମ ମାନଙ୍କ ମଧ୍ୟରେ ଉତ୍ସାହ ଆଣିବା ପାଇଁ ନିଶ୍ଚିତ ଭାବେ ସେକ୍ସ କରିବା ଦରକାର । ତେବେ ସେମିତିରେ ଯୈବନ ଅବସ୍ଥାରେ ଯିଏ ଏହି ସେକ୍ସ କରେ ନାହିଁ ସେ କେବେ ବି ସୁସ୍ଥ ରହେ ନାହିଁ । ସେହି ପରି ବେଳେ ଆପଣ ମାନେ ଏମିତି ହସ୍ତ ମେଥୁନ୍ କରନ୍ତୁ ନିଜ ପାଇଁ ଭଲ ହୋଇ ଥାଏ । ହେଲେ କେବେ ବି ଅତ୍ୟାଧିକ ହସ୍ତ ମେଥୁନ୍ କରନ୍ତୁ ନାହିଁ ।

eat
ଯେମିତି ଆପଣ ମାନଙ୍କୁ ଭୋକ ଯେମିତି ଲାଗିଛି ତେବେ ଆପଣ ଖାଦ୍ୟ ଖାଇବେ ଏବଂ ଯଦି ସେହି ପରି ବେଳେ ଆପଣ ମାନେ ଭୋକ ବାଉଳା ରେ ଅଧିକ ଖାଆନ୍ତି ତେବେ ପେଟ ଖରାପ୍ ର ସମ୍ଭବନା ରହି ଥାଏ ସେହି ପରି ଭାବେ ଆପଣ ମାନେ ଅଧିକ ହସ୍ତ ମେଥୁନ୍ କରିଲେ ସ୍ୱାସ୍ଥ୍ୟ ପ୍ରତି ବହୁତ ଖରାପ୍ ହୋଇ ଥାଏ ।ସବୁ ସମୟ ଲିମିଟେଡ୍ ସହିତ ହସ୍ତ ମେଥୁନ୍ କରନ୍ତୁ । ଏମିତିରେ ଖାସ୍ କରି 15 ରୁ 19 ବର୍ଷ ର ପିଲା ମାନେ ଏହାକୁ କୋଣ୍ଟ୍ରୋଲ ରେ ରଖିବା କଥା କାରଣ ଏହା ଦ୍ୱାରା ଆପଣ ମାନଙ୍କ ଶରୀର ର ଗଠନ ହୋଇ ଥାଏ । ତେବେ ଆପଣ ମାନେ ଯଦି ଯେଉଁ ସମୟରେ ଆପଣ ମାନଙ୍କ ବଢିବା ସମୟରେ ସେହି ସମୟ ରେ ଆପଣ ମାନେ ଏପରି୍ ଦିନ କୁ ଦୁଇ ଥର କରିବେ ତେବେ ଆପଣ ମାନେ ଫିଜିକାଲି ଏବଂ ମେଣ୍ଟାଲି ବଢିବେ ନାହିଁ । ତେବେ ଏହାକୁ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ।

Leave a Reply

Your email address will not be published. Required fields are marked *